ରାଜଧାନୀରେ ରେକର୍ଡ ଭାଙ୍ଗିଲା ବର୍ଷା

ଏକାମ୍ର କ୍ଷେତ୍ର ଜଳମଗ୍ନ, ଘରେ ଘରେ ପାଣି ଭୁବନେଶ୍ୱର : ରାଜଧାନୀରେ ରବିବାର ରେକର୍ଡ ବର୍ଷା ହୋଇଛି। ସକାଳ ସାଢ଼େ ୮ଟାରୁ ଆଜି ପାହାନ୍ତା ୪.୩୦ ମଧ୍ୟରେ ଭୁବନେଶ୍ବରରେ ୧୯୫.୦ ମିଲିମିଟର ବର୍ଷା ହୋଇଛି। ୧୯୫୮ ମସିହା ସେପ୍ଟେମ୍ବର ମାସରେ ସର୍ବାଧିକ ୧୬୩ମିମି ବର୍ଷା ହୋଇଥିବା ରେକର୍ଡ ହୋଇଥିଲା। କିନ୍ତୁ ଏବେ ସେ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହୋଇଛି। ବର୍ଷବର୍ଷ ବିତିବା ପରେ ବି ସ୍ବତନ୍ତ୍ର ଡ୍ରେନେଜ୍‌ … Continue reading ରାଜଧାନୀରେ ରେକର୍ଡ ଭାଙ୍ଗିଲା ବର୍ଷା